ରାଜ୍ୟରେ ଦିନକୁ ୯ ଜଣ ଦୁଷ୍କର୍ମର ଶିକାର

ରାଜ୍ୟରେ ଦିନକୁ ୯ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ୨୦୨୧ ଶ୍ବେତପତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ପ୍ରତି ମାସରେ ରାଜ୍ୟରେ ୪୫ ଜଣ ଡକାୟତିର ଶିକାର ହେଉଛନ୍ତି। ୨୦୨୦ ତୁଳନାରେ ଦୁଷ୍କର୍ମ ଓ ଡକାୟତି ମାମଲା ବଢ଼ିଛି। ଶ୍ବେତ ପତ୍ର ଅନୁଯାୟୀ ରାଜ୍ୟରେ ୨୦୨୦ରେ ୨୯୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୩୩୨୭ ରହିଛି। ପଞ୍ଜୀକୃତ ହୋଇଥିବା ଏହି … Continue reading ରାଜ୍ୟରେ ଦିନକୁ ୯ ଜଣ ଦୁଷ୍କର୍ମର ଶିକାର